କନକ ବ୍ୟୁରୋ : ଉଚ୍ଚଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବିରୋଧରେ କୋର୍ଟ ୱାରେଣ୍ଟ ଜାରି କରିଛନ୍ତି । ଅଦାଲତ ଅବମାନନା ମାମଲାରେ ଏହି ୱାରେଣ୍ଟ ଜାରି କରାଯାଇଛି । ୨୨ ତାରିଖରେ । ତାଙ୍କୁ କୋର୍ଟରେ ହାଜର କରାଇବାକୁ କୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ହାଜର ନୁହେଁ ତାଙ୍କୁ ଗିରଫ କରି କୋର୍ଟରେ ହାଜର କରାଇବାକୁ କୋର୍ଟ ତାଙ୍କ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି ।
ଉଚ୍ଚଶିକ୍ଷା ସଚିବଙ୍କ ନାମରେ ୱାରେଣ୍ଟ, ଅଦାଲତ ଅବମାନନା ମାମଲାରେ ୱାରେଣ୍ଟ ଜାରି
Advertisment
Follow Us