ନଦୀ ସୁରକ୍ଷା ପାଇଁ ପଦଯାତ୍ରା : ୧୦ ଦିନରେ ୨୦୦ ଗାଁ ଅତିକ୍ରମ କରିବ ଋଷିକୂଲ୍ୟା ସୁରକ୍ଷା ଅଭିଯାନ

Advertisment

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପଦଯାତ୍ରା  ।  ଋଷିକୂଲ୍ୟା ସୁରକ୍ଷା ମଞ୍ଚରୁ ଗଞ୍ଜାମ ପିପଲପଙ୍କା ପାଖରୁ ଆରମ୍ଭ ହୋଇଛି ପଦଯାତ୍ରା

ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପଦଯାତ୍ରା  ।  ଋଷିକୂଲ୍ୟା ସୁରକ୍ଷା ମଞ୍ଚରୁ ଗଞ୍ଜାମ ପିପଲପଙ୍କା ପାଖରୁ ଆରମ୍ଭ ହୋଇଛି ପଦଯାତ୍ରା

river

Photograph: (KanakNews )

କନକବ୍ୟୁରୋ : ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପଦଯାତ୍ରା  ।  ଋଷିକୂଲ୍ୟା ସୁରକ୍ଷା ମଞ୍ଚରୁ ଗଞ୍ଜାମ ପିପଲପଙ୍କା ପାଖରୁ ଆରମ୍ଭ ହୋଇଛି ପଦଯାତ୍ରା  l ୧୦ ଦିନ ଧରି ପାଖାପାଖି ୨୦୦ ଟି ଗାଁକୁ ଅତିକ୍ରମ କରି ଆସନ୍ତା ୨୫ ତାରିଖରେ ନଦୀର ମୁହାଣ ନିକଟରେ ପହଞ୍ଚିବ  l ପିପଲପଙ୍କା  ନିକଟରେ ବନ୍ଧ ହେଲେ ନଦୀ ତାର ଅସ୍ତିତ୍ବ ହରାଇବ   l  ବର୍ତ୍ତମାନ ବର୍ଷର ୮ ମାସ ନଦୀରେ ପାଣିର ପ୍ରବାହ ନାହିଁ  l  

ବନ୍ଧ ପରିବର୍ତ୍ତେ ନଦୀ ଅବବାହିକାରେ ଜଳ ସଂରକ୍ଷଣ ଓ ଋଷିକୂଲ୍ୟା ର ଶାଖା ନଦୀ ଗୁଡ଼ିକରେ ନିର୍ମିତ ବନ୍ଧର ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର କରିବା ଜରୁରୀ  ସରକାର ସେଥିପ୍ରତି ଦୃଷ୍ଟି ନଦେଇ କେବଳ ଶିଳ୍ପ ପାଇଁ ବନ୍ଧ ନିର୍ମାଣ ଗ୍ରହଣୀୟ ନୁହଁ  l ଏହାକୁ ସମର୍ଥନ ଜଣାଇ ମହାନଦୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ ଯୋଗଦେଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe