କନକବ୍ୟୁରୋ : ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ପଦଯାତ୍ରା । ଋଷିକୂଲ୍ୟା ସୁରକ୍ଷା ମଞ୍ଚରୁ ଗଞ୍ଜାମ ପିପଲପଙ୍କା ପାଖରୁ ଆରମ୍ଭ ହୋଇଛି ପଦଯାତ୍ରା l ୧୦ ଦିନ ଧରି ପାଖାପାଖି ୨୦୦ ଟି ଗାଁକୁ ଅତିକ୍ରମ କରି ଆସନ୍ତା ୨୫ ତାରିଖରେ ନଦୀର ମୁହାଣ ନିକଟରେ ପହଞ୍ଚିବ l ପିପଲପଙ୍କା ନିକଟରେ ବନ୍ଧ ହେଲେ ନଦୀ ତାର ଅସ୍ତିତ୍ବ ହରାଇବ l ବର୍ତ୍ତମାନ ବର୍ଷର ୮ ମାସ ନଦୀରେ ପାଣିର ପ୍ରବାହ ନାହିଁ l
ବନ୍ଧ ପରିବର୍ତ୍ତେ ନଦୀ ଅବବାହିକାରେ ଜଳ ସଂରକ୍ଷଣ ଓ ଋଷିକୂଲ୍ୟା ର ଶାଖା ନଦୀ ଗୁଡ଼ିକରେ ନିର୍ମିତ ବନ୍ଧର ଜଳାଶୟ ଗୁଡ଼ିକୁ ପୁନରୁଦ୍ଧାର କରିବା ଜରୁରୀ ସରକାର ସେଥିପ୍ରତି ଦୃଷ୍ଟି ନଦେଇ କେବଳ ଶିଳ୍ପ ପାଇଁ ବନ୍ଧ ନିର୍ମାଣ ଗ୍ରହଣୀୟ ନୁହଁ l ଏହାକୁ ସମର୍ଥନ ଜଣାଇ ମହାନଦୀ ବଞ୍ଚାଅ ଅଭିଯାନର ସଦସ୍ୟମାନେ ଯୋଗଦେଇଥିଲେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/03/16/JKEZ3hvGn0jvAlT0Ilu6.jpg)