ଖାଇବା ଦେବାରେ ବିଳମ୍ବ ହେବାରୁ ରୁଟି ପାଇଁ ୱେଟରଙ୍କୁ ମାଡ଼ : ସିସିଟିଭି ଆଧାରରେ ପୁଲିସର ତଦନ୍ତ

Advertisment

ରୁଟି ପାଇଁ ୱେଟେରଙ୍କୁ ସେକି ଦେଇଗଲେ ।  ଖାଇବାକୁ ମାଗିଲେ ହେଲେ ଟିକିଏ ବିଳମ୍ବ ହେବାରୁ ନିସ୍ତୁକ ମାଡ଼।  ଭରତପୁର ଥାନା ଘାଟିକିଆ ନାକା ଗେଟ୍ ଛକ ନିକଟରେ ଥିବା  ଏକ ହୋଟେଲରେ ଗଣ୍ଡଗୋଳ ।

Updated On

ରୁଟି ପାଇଁ ୱେଟେରଙ୍କୁ ସେକି ଦେଇଗଲେ ।  ଖାଇବାକୁ ମାଗିଲେ ହେଲେ ଟିକିଏ ବିଳମ୍ବ ହେବାରୁ ନିସ୍ତୁକ ମାଡ଼।  ଭରତପୁର ଥାନା ଘାଟିକିଆ ନାକା ଗେଟ୍ ଛକ ନିକଟରେ ଥିବା  ଏକ ହୋଟେଲରେ ଗଣ୍ଡଗୋଳ ।

ଅଦ୍ୟତନ ହୋଇଛି
ruti

ruti Photograph: (KanakNews )

କନକବ୍ୟୁରୋ :  ରୁଟି ପାଇଁ ୱେଟେରଙ୍କୁ ସେକି ଦେଇଗଲେ।  ଖାଇବାକୁ ମାଗିଲେ ହେଲେ ଟିକିଏ ବିଳମ୍ବ ହେବାରୁ ନିସ୍ତୁକ ମାଡ଼।  ଭରତପୁର ଥାନା ଘାଟିକିଆ ନାକା ଗେଟ୍ ଛକ ନିକଟରେ ଥିବା  ଏକ ହୋଟେଲରେ ଗଣ୍ଡଗୋଳ ।   ହୋଟେଲକୁ ଆସି ୨ ଜଣ ଯୁବକ ଖାଇବାକୁ ମାଗିଥିଲେ। ହେଲେ ଖାଇବା ଦେବାରେ ୨ ମିନିଟ୍ ବିଳମ୍ବ ହେବାରୁ ପ୍ରଥମେ ହୋଟେଲ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ  ।   ଏହା ପରେ ହୋଟେଲର ୱେଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ହୋଟେଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।  ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି  । 
----

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe