କନକବ୍ୟୁରୋ : ରୁଟି ପାଇଁ ୱେଟେରଙ୍କୁ ସେକି ଦେଇଗଲେ। ଖାଇବାକୁ ମାଗିଲେ ହେଲେ ଟିକିଏ ବିଳମ୍ବ ହେବାରୁ ନିସ୍ତୁକ ମାଡ଼। ଭରତପୁର ଥାନା ଘାଟିକିଆ ନାକା ଗେଟ୍ ଛକ ନିକଟରେ ଥିବା ଏକ ହୋଟେଲରେ ଗଣ୍ଡଗୋଳ । ହୋଟେଲକୁ ଆସି ୨ ଜଣ ଯୁବକ ଖାଇବାକୁ ମାଗିଥିଲେ। ହେଲେ ଖାଇବା ଦେବାରେ ୨ ମିନିଟ୍ ବିଳମ୍ବ ହେବାରୁ ପ୍ରଥମେ ହୋଟେଲ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହା ପରେ ହୋଟେଲର ୱେଟରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ହୋଟେଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ।
----
ଖାଇବା ଦେବାରେ ବିଳମ୍ବ ହେବାରୁ ରୁଟି ପାଇଁ ୱେଟରଙ୍କୁ ମାଡ଼ : ସିସିଟିଭି ଆଧାରରେ ପୁଲିସର ତଦନ୍ତ
ରୁଟି ପାଇଁ ୱେଟେରଙ୍କୁ ସେକି ଦେଇଗଲେ । ଖାଇବାକୁ ମାଗିଲେ ହେଲେ ଟିକିଏ ବିଳମ୍ବ ହେବାରୁ ନିସ୍ତୁକ ମାଡ଼। ଭରତପୁର ଥାନା ଘାଟିକିଆ ନାକା ଗେଟ୍ ଛକ ନିକଟରେ ଥିବା ଏକ ହୋଟେଲରେ ଗଣ୍ଡଗୋଳ ।
/kanak/media/media_files/2025/02/02/v87ZHxkPgYspB1PbttoP.jpg)