ଦିଲ୍ଲୀରେ ପାଖଉଛି ନିର୍ବାଚନ; ବଢୁଛି ଦଳ ଦଳ ଭିତରେ ବୟାନବାଜି

ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ଜୋର ଧରିଲାଣି ବୟାନବାଜି । ଦୁଇ ପ୍ରମୁଖ ଦଳ ବିଜେପି ଓ କଂଗ୍ରେସ ପାଖରେ କେତେ ରହିଛି ଅର୍ଥ, ତଥ୍ୟ ଦେଲେ ନିର୍ବାଚନ କମିଶନ ।

delhi politics

delhi politics Photograph: (kanakNews)

 ନିର୍ବାଚନ କମିଶନଙ୍କ ଅନୁଯାୟୀ,

କାହା ପାଖରେ କେତେ ଟଙ୍କା?

ବିଜେପିର ନଗଦ ଏବଂ ବ୍ୟାଙ୍କ ବାଲାନ୍ସ ୭,୧୧୩.୮୦ କୋଟି ଟଙ୍କା 
କଂଗ୍ରେସ ପାଖରେ ୮୫୭.୧୫ କୋଟି ଟଙ୍କା ଅଛି
ବିଜେପି ୨୦୨୩-୨୪ ମଧ୍ୟରେ ୧୭୫୪.୦୬ କୋଟି ଖର୍ଚ୍ଚ କରିଥିଲା
ଯାହା ୨୦୨୨-୨୩ ମସିହାରେ ଖର୍ଚ୍ଚ ହୋଇଥିବା ୧,୦୯୨ କୋଟି ଟଙ୍କା ତୁଳନାରେ ୬୦ ପ୍ରତିଶତ ଅଧିକ
କଂଗ୍ରେସ ୨୦୨୩-୨୪ ବର୍ଷରେ ୬୧୯.୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା
ଯେତେବେଳେ ୨୦୨୨-୨୩ ବର୍ଷରେ ୧୯୨.୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା
ବିଜେପି ବିଜ୍ଞାପନ ପାଇଁ ୫୯୧ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ ମିଡିଆରେ ୪୩୪.୮୪ କୋଟି ଟଙ୍କା ଖର୍ଚ୍ଚ କରିଛି
ବର୍ଷକ ମଧ୍ୟରେ, ବିଜେପି ବିଜ୍ଞାପନ ପାଇଁ ୫୯୧ କୋଟି ଟଙ୍କା ଖର୍ଚ୍ଚ କରିଛି
ଯେଉଁଥିରେ ଇଲେକ୍ଟ୍ରୋନିକ୍ ମିଡିଆରେ ୪୩୪.୮୪ କୋଟି ଟଙ୍କା 
ମୁଦ୍ରିତ ଗଣମାଧ୍ୟମ ପାଇଁ ୧୧୫.୬୨ କୋଟି ଟଙ୍କା 
ବିଜେପି ୨୦୨୪ ମସିହାରେ ବୈଠକ ଖର୍ଚ୍ଚ ପାଇଁ ୮୪.୩୨ କୋଟି 
୨୦୨୩ -୨୪ ମସିହାରେ ମୋର୍ଚ୍ଚା, ରାଲି, ଆନ୍ଦୋଳନ ଏବଂ କଲ୍ ସେଣ୍ଟର ପାଇଁ ୭୫.୧୪ କୋଟି ଖର୍ଚ୍ଚ 
କଂଗ୍ରେସ ୨୦୨୩-୨୪ ମଧ୍ୟରେ ଇଲେକ୍ଟ୍ରୋନିକ୍ ମିଡିଆରେ ବିଜ୍ଞାପନ ବାବଦକୁ ୨୦୭.୯୪ କୋଟି ଟଙ୍କା 
ମୁଦ୍ରିତ ଗଣମାଧ୍ୟମ ପାଇଁ ୪୩.୭୩ କୋଟି ଟଙ୍କା ଖର୍ଚ୍ଚ କରିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe