କନକ ବ୍ୟୁରୋ: ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ହେଲାଣି ଲା-ନିନା ସ୍ଥିତି । ସମୁଦ୍ର ପୃଷ୍ଠ ତାପମାତ୍ରା ବୃ୍ଦ୍ଧି । ବିଷୁବ ରେଖା ନିକଟସ୍ଥ ପଶ୍ଚିମ ପ୍ରଶାନ୍ତ ମହାସାଗରର ବାୟୁମଣ୍ଡଳରେ ଅସ୍ଥିରତା । ବାଦଲ ଆଚ୍ଛାଦନ କ୍ରମାଗତ ଭାବେ ବଢୁଛି । ଆଗାମୀ ଦିନରେ ସିଷ୍ଟମ ସୃଷ୍ଟି ହେବା ଆଶଙ୍କା ବଢୁଛି । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ରପୃଷ୍ଠ ତାପମାତ୍ରା କମ୍ । ବିଷୁବରେଖା ନିକଟସ୍ଥ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାପମାତ୍ରା କମ୍ ।
ପ୍ରଶାନ୍ତ ମହାସାଗରରେ ଦୃଶ୍ୟମାନ ଲା-ନିନା ପରି ସ୍ଥିତି: ବଢ଼ିଲା ବାତ୍ୟା ଭୟ
ଆଗାମୀ ଦିନରେ ସିଷ୍ଟମ ସୃଷ୍ଟି ହେବା ଆଶଙ୍କା ବଢୁଛି । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ରପୃଷ୍ଠ ତାପମାତ୍ରା କମ୍ । ବିଷୁବରେଖା ନିକଟସ୍ଥ ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ତାପମାତ୍ରା କମ୍ ।
/kanak/media/media_files/2025/09/15/9-2025-09-15-17-18-49.jpg)