ବନ୍ଦରନଗରି ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜା । ଦର୍ଶକଙ୍କ ମନମୋହୁଛି ସୁଉଚ୍ଚ ତୋରଣ

Advertisment

 ବନ୍ଦରନଗରୀରେ ପୂଜା ମାହୋଲ। ପାରାଦୀପ ବିଶ୍ବକର୍ମା ପୂଜା ଦେଖିବାକୁ ଲାଗୁଛି ଭିଡ଼। ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ସେଲଫି ପଏଣ୍ଟ। ଦିନ ବଢିବା ସହ ଭିଡ଼ ବଢୁଛି। ପାଗ ଅନୁକୂଳ ଥିବାରୁ ଲକ୍ଷଲକ୍ଷ ଲୋକ ପୂଜାର ମଜା ନେଉଛନ୍ତି। ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମ ଦର୍ଶକଙ୍କ ମନମୋହୁଛି। ସୁଉଚ୍ଚ ତୋରଣ ପାଖରେ ଫଟୋଟିଏ ଉଠାଇ ଏ ବର୍ଷର ପୂଜାକୁ ସ୍ମରଣୀୟ କରୁଛନ୍ତି ଦର୍ଶକ।

ghsr

କନକ ବ୍ୟୁରୋ : ଜମୁଛି ପାରାଦ୍ବୀପଞ୍ଜର ଗଣପର୍ବ ବିଶ୍ୱକର୍ମା ପୂଜା । ପୂଜାର ତୃତୀୟ ଦିନରେ ଦେଖିବାକୁ ମିଳିଛି ଦର୍ଶକଙ୍କ ଅସମ୍ଭବ ଭିଡ଼ । ବିଭିନ୍ନ ପୂଜା କମିଟି ତରଫରୁ ନିର୍ମାଣ ହୋଇଥିବା ସୁସଜ୍ଜିତ ତୋରଣ ଓ ଆଲୋକମାଳା ସାଜିଛି ଦର୍ଶକ ଙ୍କ ସେଲ୍ଫି ପଏଣ୍ଟ । ସାଂସ୍କୃତିକ କାର୍ୟ୍ୟକ୍ରମର ମଜା ନେବା ସହିତ  ଚଟପଟି ଖାଦ୍ୟର ମଜା ନେଉଛନ୍ତି ଦର୍ଶକ।

 ବନ୍ଦରନଗରୀରେ ପୂଜା ମାହୋଲ। ପାରାଦୀପ ବିଶ୍ବକର୍ମା ପୂଜା ଦେଖିବାକୁ ଲାଗୁଛି ଭିଡ଼। ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ସେଲଫି ପଏଣ୍ଟ। ଦିନ ବଢିବା ସହ ଭିଡ଼ ବଢୁଛି। ପାଗ ଅନୁକୂଳ ଥିବାରୁ ଲକ୍ଷଲକ୍ଷ ଲୋକ ପୂଜାର ମଜା ନେଉଛନ୍ତି। ଆକର୍ଷଣୀୟ ତୋରଣ ସାଙ୍ଗକୁ ବିଭିନ୍ନ ପୂଜା କମିଟି ତରଫରୁ ଆୟୋଜିତ ସାଂସ୍କୃତିକ କାର୍ୟ୍ୟକ୍ରମ ଦର୍ଶକଙ୍କ ମନମୋହୁଛି। ସୁଉଚ୍ଚ ତୋରଣ ପାଖରେ ଫଟୋଟିଏ ଉଠାଇ ଏ ବର୍ଷର ପୂଜାକୁ ସ୍ମରଣୀୟ କରୁଛନ୍ତି ଦର୍ଶକ।

ଅତ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ଆଗକୁ ବଢୁଛି ପୂଜା ମାହୋଲ। ପୂଜା ବଜାରରୁ ରୋଜଗାର ଆଶାରେ ରାଜ୍ୟର କୋଣ ଅନୁକୋଣରୁ ବ୍ୟବସାୟୀ ପାରାଦୀପକୁ ଆସିଛନ୍ତି। ପସରା ମେଲାଇ ବସିଛନ୍ତି। ଲୋକେ ମେଢ ବୁଲିବା ପରେ କିଣାକିଣି ଓ ଖିଆପିଆ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ପୋଲିସ ପକ୍ଷରୁ ପୂଜାମଣ୍ଡପ ଓ ବିଭିନ୍ନ ଛକରେ ସିସିଟିଭି ଲଗାଯାଇଛି। 

ଶିଳ୍ପାଂଚଳରେ ଶିଳ୍ପଦେବଙ୍କ ଆରଧାନା ଚାଲିଛି। ପାରାଦୀପରେ ଏହାକୁ ଯାତ୍ରା ଭାବେ ପାଳନ କରାଯାଏ। ପୂଜା ମାହୋଲ ଆଉ ୪ଦିନ ରହିବ। । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe