ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପ୍ରବଳ ହିଂସା, ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଲେ ଜନତା

ରାଜଧାନୀ ପ୍ୟାରିସରେ ପୋଡ଼ାଜଳା ଏବଂ ଭଙ୍ଗାରୁଜାର ଅନେକ ଘଟଣା ଘଟିଛି । ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଉପରେ  ଅଳିଆ ଡବା ଜାଳି ଦେଇଥିଲେ ଏବଂ ପୁଲିସ ସହିତ ସଂଘର୍ଷ ମଧ୍ୟ କରିଥିଲେ । 

21

କନକ ବ୍ୟୁରୋ : ନେପାଳ ପରେ ଏବେ ଫ୍ରାନ୍ସରେ ବିଶୃଙ୍ଖଳା ଦେଖାଦେଇଛି । ସରକାରଙ୍କ ବିରୋଧରେ ଶହ ଶହ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ରାଜଧାନୀ ପ୍ୟାରିସରେ ପୋଡ଼ାଜଳା ଏବଂ ଭଙ୍ଗାରୁଜାର ଅନେକ ଘଟଣା ଘଟିଛି । ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରିଥିଲେ । ରାସ୍ତା ଉପରେ  ଅଳିଆ ଡବା ଜାଳି ଦେଇଥିଲେ ଏବଂ ପୁଲିସ ସହିତ ସଂଘର୍ଷ ମଧ୍ୟ କରିଥିଲେ । 

ଧୂଆଁ ଧୂଆଁ ଫ୍ରାନ୍ସ
-ଫ୍ରାନ୍ସ ଜନତା ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି
-ପ୍ରଧାନମନ୍ତ୍ରୀଙ୍କୁ ବଦଳାଇବାକୁ ପ୍ରବଳ ବିରୋଧ
- ମାକ୍ରୋନ୍ ସରକାର ଉପରେ ପାତରଅନ୍ତର ଅଭିଯୋଗ
 -ସରକାରଙ୍କ ଦୁର୍ବଳ ଆର୍ଥିକ ପରିଚାଳନା ବିରୋଧରେ ପ୍ରତିବାଦ ବଢ଼ି ବଢ଼ି ଚାଲିଛି
-ପ୍ରସ୍ତାବିତ ବଜେଟ୍ କାଟ ଯୋଗୁଁ ଲୋକମାନେ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି
-ସାରା ଦେଶରେ ସୁରକ୍ଷା ବାହିନୀ ମୁତୟନ କରାଯାଇଛି
-ଫ୍ରାନ୍ସ ଏପର୍ଯ୍ୟନ୍ତ  ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ,
-ସୁରକ୍ଷା ବାହିନୀ ମୁତୟନ ହେବା ପରେ, ୨୦୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe