କନକ ବ୍ୟୁରୋ: ବ୍ରହ୍ମପୁରରେ ଭିଜିଲାନ୍ସ ରେଡ୍। ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୀତାରାମ ପାତ୍ରଙ୍କ ବାସଭବନରେ ବ୍ରହ୍ମପୁର ଭିଜିଲାନସ ପକ୍ଷରୁ ଚଢାଉ କରାଯାଉଛି। ଏକାକାଳୀନ ତିନିଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରୁଛି। ଛତ୍ରପୁର କାର୍ୟ୍ୟାଳୟ, ବ୍ରହ୍ମପୁର ରାମକୃଷ୍ଣନଗର ଓ ପୋଲସରା ବାସଭବନରେ ଚଢାଉ ହେଉଛି।
ଭିଜିଲାନ୍ସ ଜାଲରେ ଛତ୍ରପୁର ବିଇଓ ; ଆୟ ବହିର୍ଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ସୀତାରାମ ପାତ୍ରଙ୍କ ବାସଭବନରେ ଚଢ଼ାଉ
Advertisment
Follow Us