ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୋହନଙ୍କ ଛାଟ ; ୮୦ ଦିନରେ ୩୯ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ୍ ।

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୋହନ ଛାଟ ; କହିଲେ, ୮୦ ଦିନରେ ୩୯ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ୍ ।

CM mmmm

କନକ ବ୍ୟୁରୋ:  ଆଜି ଗୃହରେ ଦୁନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ନୂଆ ସରକାରଙ୍କ ପଦକ୍ଷେପଚୁ ନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତଥ୍ୟ ଅନୁସାରେ,  ନୂଆ ସରକାର ହେବା ପରଠାରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରେ ଛାନିଆ ପଶିଛି । ସେମାନଙ୍କୁ ଠାବ କରି ତାଙ୍କ ଉପରେ ହେଉଛି ଚଢଉ । ୮୦ ଦିନରେ ୩୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଉପରେ ହେଲାଣି ଭିଜିଲାନ୍ସ ଚଢଉ ।  ଏହି କ୍ରମରେ ୫୦ କୋଟିରୁ ଅଧିକ  ଆୟ ବହିର୍ଭୁତ ସମ୍ପତ୍ତି ଜବତ ହେଲାଣି । ସେହିପରି ଗତ ବର୍ଷକ ମଧ୍ୟରେ ୧୧୫ କୋଟିରୁ ଅଧିକ  ଆୟ ବହିର୍ଭୁତ ସମ୍ପତ୍ତିଜବତ ହୋଇଛି । ଆଗକୁ ମଧ୍ୟ ଚଢଉ ହେବ ବୋଲି  ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe