ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଏକକାଳୀନ ୫ଟି ଠିକଣାରେ ରେଡ୍‌

Advertisment

ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଏକକାଳୀନ ୫ଟି ଠିକଣାରେ ରେଡ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଛାନଭିନ୍ ।

Updated On

ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଏକକାଳୀନ ୫ଟି ଠିକଣାରେ ରେଡ୍‌ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ଛାନଭିନ୍ ।

ଅଦ୍ୟତନ ହୋଇଛି
vigilance Raid

vigilance Raid Photograph: (KanakNews)

କନକ ବ୍ୟୁରୋ:  ଜଗତସିଂହପୁ ବନ ବିଭାଗ ରେଞ୍ଜର ରାଜେନ୍ଦ୍ର କୁମାର ସାମନ୍ତ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ୍  । ଜଗତସିଂହପୁର ସଦର ଥାନା ଚାଟରା ସ୍ଥିତ ବାସ ଭବନ ଓ ସରକାରୀ କାର୍ଯ୍ୟାଳୟ ସରକାରୀ ବାସ ଭବନ ଓ ତିର୍ତ୍ତୋଲ ଥାନା ସାମନ୍ତରାୟ ପୁର ଗାଁ ସ୍ଥିତ ପୈତୃକ ବାସ ଭବନ ଆଦି ୪ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ାଉ ଜାରି ରହିଛି

ଅଧିକ ପଢନ୍ତୁ: ଜଳଯୋଗାଣ ବିଭାଗର ଅତିରିକ୍ତ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବ୍ୟାଙ୍କ ପାସ୍‌ବୁକ ଜବତ କରାଯାଇଥିବା ସୂଚନା ମିଳିଛି । ସୁନା ଗହଣା  ଓ ନଗଦ ଟଙ୍କା,ଏଟିଏମ କାର୍ଡ ଜବତ କରାଯାଇଛି । ଏବେ ବି ଚଢ଼ାଉ ଜାରି ରହିଛି ।

ଷ୍ଟୋରୀ ଅପଡେଟ୍‌ ହେଉଛି --

 
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe