ସମ୍ବଲପୁରରେ ଭିଜିଲାନ୍ସ ରେଡ : ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ

ସମ୍ବଲପୁରରେ ଭିଜିଲାନ୍ସ ରେଡ । ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଚାଲିଛି ରେଡ । ଦେବାଶିଷ ପଣ୍ଡାଙ୍କ ବାସ ଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି 

34

Photograph: (KANAKNEWS)

କନକବ୍ୟୁରୋ : ସମ୍ବଲପୁରରେ ଭିଜିଲାନ୍ସ ରେଡ । ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଚାଲିଛି ରେଡ । ଦେବାଶିଷ ପଣ୍ଡାଙ୍କ ବାସ ଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି  ।  ସେହିଭଳି ଭୁବନେଶ୍ବର ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି  ।  ଏକକାଳୀନ ୭ଟି ସ୍‌ଥାନରେ ଏହି ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe