କନକବ୍ୟୁରୋ : ସମ୍ବଲପୁରରେ ଭିଜିଲାନ୍ସ ରେଡ । ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଚାଲିଛି ରେଡ । ଦେବାଶିଷ ପଣ୍ଡାଙ୍କ ବାସ ଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି । ସେହିଭଳି ଭୁବନେଶ୍ବର ସମେତ ଅନ୍ୟ କିଛି ସ୍ଥାନରେ ମଧ୍ୟ ଚଢାଉ ଜାରି ରହିଛି । ଏକକାଳୀନ ୭ଟି ସ୍ଥାନରେ ଏହି ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ କରାଯାଉଛି ।
ସମ୍ବଲପୁରରେ ଭିଜିଲାନ୍ସ ରେଡ : ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସର ଦେବାଶିଷ ପଣ୍ଡାଙ୍କ ଘରେ ଚଢାଉ
ସମ୍ବଲପୁରରେ ଭିଜିଲାନ୍ସ ରେଡ । ଡ୍ରଗ୍ସ କଣ୍ଟ୍ରୋଲର ଅଫିସ ର ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଚାଲିଛି ରେଡ । ଦେବାଶିଷ ପଣ୍ଡାଙ୍କ ବାସ ଭବନ ଗ୍ରେଟର ସମ୍ବଲପୁର, କାଇଁସିର ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି
/kanak/media/media_files/2025/08/06/34-2025-08-06-12-12-50.jpg)