ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ ; ଭୁବନେଶ୍ୱର, ଅନୁଗୁଳ ଓ କେନ୍ଦୁଝରର ୮ଟି ସ୍ଥାନରେ ଚାଲିଛି ଚଢାଉ ।

Advertisment

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ; ଭୁବନେଶ୍ୱର, ଅନୁଗୁଳ ଓ କେନ୍ଦୁଝରର ୮ଟି ସ୍ଥାନରେ ଚାଲିଛି ଚଢାଉ ।

ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍ ; ଭୁବନେଶ୍ୱର, ଅନୁଗୁଳ ଓ କେନ୍ଦୁଝରର ୮ଟି ସ୍ଥାନରେ ଚାଲିଛି ଚଢାଉ ।

mininng-

କନକ ବ୍ୟୁରୋ: ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଭିଜିଲାନ୍ସ। ଆୟଠୁ ଅଧିକ ଠୁଳ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ। ଏକକାଳୀନ ୮ଟି ସ୍ଥାନରେ ଚଢାଉ କରାଯାଉଛି। ଭୁବନେଶ୍ବର ପଟିଆରେ ରହୁଥିବା ଫ୍ଲାଟ, କେନ୍ଦୁଝର ତେଲକୋଇରେ ଥିବା ଦୁଇ ମହଲା ମାର୍କେଟ୍ କମ୍ପ୍ଲେକ୍ସ ଓ ଏକ ନିର୍ମାଣାଧୀନ ମାର୍କେଟ୍ କମ୍ପ୍ଲେକ୍ସରେ ରେଡ୍ କରୁଛି ଭିଜିଲାନ୍ସ। ସେହିପରି ତେଲକୋଇରେ ଥିବା ଘର, ଚମ୍ପୁଆରେ ଥିବା ପୈତୃକ ଘର, ଅନୁଗୁଳରେ ଥିବା ଘରେ ରେଡ୍ ହେଉଛି। ତାଳଚେରରେ ଥିବା ଅଫିସ୍ ଓ ଘଟଗାଁରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରାଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe