OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ; ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ୟ୍ୟାଳୟ ସହ ୭ଟି ସ୍ଥାନରେ ରେଡ୍

ଓଏସଆରଟିସିର ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

vigilance

କନକ ବ୍ୟୁରୋ: ଓଏସଆରଟିସିର ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଘର ଓ କାର୍ୟ୍ୟାଳୟ ସମେତ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରରେ ଥିବା କାର୍ୟ୍ୟାଳୟ, ଖାରବେଳ ନଗରରେ ଥିବା ଓଏସଆରଟିସି  କାର୍ୟ୍ୟାଳୟ, ଭୁବନେଶ୍ୱର ନନ୍ଦନ ବିହାର, ରସୁଲଗଡ଼ ଅଞ୍ଚଳରେ ଥିବା ୩ଟି ଘର ଓ ବାରିପଦା ସ୍ଥିତ ଘରେ ଛାନଭିନ କରୁଛି ଭିଜିଲାନ୍ସ। ଏପରିକି କେରଳରେ ମଧ୍ୟ ଚିଫ୍ ଆକାଉଣ୍ଟସ ଅଫିସର ବିଜୟ କୁମାର ମଙ୍ଗରାଜଙ୍କ ଏକ ଘର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe