କ୍ରିକେଟ ମ୍ୟାଚ ପାଇଁ ଦର୍ଶକଙ୍କ କ୍ରେଜ : ମାତ୍ର ୨୦ ମିନିଟ୍‌ରେ ସରିଗଲା ପୁରା ଟିକେଟ୍

Advertisment

ମାତ୍ର ୨୦ ମିନିଟରେ ସରିଗଲା ଅନଲାଇନ ଟିକେଟ । ଚାମ୍ପିୟନସ୍ ଟ୍ରଫି ପାଇଁ କାଲି ଦୁବାଇରେ ଭାରତ -ପାକିସ୍ତାନ ମ୍ୟାଚ ପାଇଁ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ହେଲେ  ମାତ୍ର ୨୦ମିନିଟରେ ସରିଗଲା ପାଖାପାଖି ୧୨ହଜାର ଟିକେଟ  । 

ମାତ୍ର ୨୦ ମିନିଟରେ ସରିଗଲା ଅନଲାଇନ ଟିକେଟ । ଚାମ୍ପିୟନସ୍ ଟ୍ରଫି ପାଇଁ କାଲି ଦୁବାଇରେ ଭାରତ -ପାକିସ୍ତାନ ମ୍ୟାଚ ପାଇଁ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ହେଲେ  ମାତ୍ର ୨୦ମିନିଟରେ ସରିଗଲା ପାଖାପାଖି ୧୨ହଜାର ଟିକେଟ  । 

criket

criket Photograph: (KanakNews )

କନକବ୍ୟୁରୋ :  ମାତ୍ର ୨୦ ମିନିଟରେ ସରିଗଲା ଅନଲାଇନ ଟିକେଟ । ଚାମ୍ପିୟନସ୍ ଟ୍ରଫି ପାଇଁ କାଲି ଦୁବାଇରେ ଭାରତ -ପାକିସ୍ତାନ ମ୍ୟାଚ ପାଇଁ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ହେଲେ  ମାତ୍ର ୨୦ମିନିଟରେ ସରିଗଲା ପାଖାପାଖି ୧୨ହଜାର ଟିକେଟ  । 

ଭାରତ ପାକିସ୍ତାନ ମ୍ୟାଚ ପାଇଁ ଫ୍ୟାନ୍ସ ମାନେ ଅନଲାଇନ ଟିକେଟ ପାଇଁ ୩ଘଂଣ୍ଟା ଆଗରୁ ଅପେକ୍ଷା କରିଥିଲେ  ।   ସବୁଠାରୁ କମ ଟିକେଟ ଦର ୫୦୦ ଦିରହାମ୍ ଅର୍ଥାତ ଭାରତୀୟ ମୁଦ୍ରାରେ୧୧ହଜାର ୮୩୯ଟଙ୍କା ରହିଥିବା ବେଳେ ଦି-ଗ୍ରାଣ୍ଡ ଲଂଜ ର ଟିକେଟ ଭାରତୀୟ ମୁଦ୍ରାରେ ୨୯ଲକ୍ଷ ଟଙ୍କା ରହିଛି ଯାହା ବର୍ତ୍ତମାନ ସୋଲଡ-ଆଉଟ ହୋଇସାରିଛି  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe