କନକବ୍ୟୁରୋ : ମାତ୍ର ୨୦ ମିନିଟରେ ସରିଗଲା ଅନଲାଇନ ଟିକେଟ । ଚାମ୍ପିୟନସ୍ ଟ୍ରଫି ପାଇଁ କାଲି ଦୁବାଇରେ ଭାରତ -ପାକିସ୍ତାନ ମ୍ୟାଚ ପାଇଁ ଅନଲାଇନରେ ଟିକେଟ ବିକ୍ରି ହୋଇଥିଲା ହେଲେ ମାତ୍ର ୨୦ମିନିଟରେ ସରିଗଲା ପାଖାପାଖି ୧୨ହଜାର ଟିକେଟ ।
ଭାରତ ପାକିସ୍ତାନ ମ୍ୟାଚ ପାଇଁ ଫ୍ୟାନ୍ସ ମାନେ ଅନଲାଇନ ଟିକେଟ ପାଇଁ ୩ଘଂଣ୍ଟା ଆଗରୁ ଅପେକ୍ଷା କରିଥିଲେ । ସବୁଠାରୁ କମ ଟିକେଟ ଦର ୫୦୦ ଦିରହାମ୍ ଅର୍ଥାତ ଭାରତୀୟ ମୁଦ୍ରାରେ୧୧ହଜାର ୮୩୯ଟଙ୍କା ରହିଥିବା ବେଳେ ଦି-ଗ୍ରାଣ୍ଡ ଲଂଜ ର ଟିକେଟ ଭାରତୀୟ ମୁଦ୍ରାରେ ୨୯ଲକ୍ଷ ଟଙ୍କା ରହିଛି ଯାହା ବର୍ତ୍ତମାନ ସୋଲଡ-ଆଉଟ ହୋଇସାରିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/04/1pF3v6Xi2Eg8xMtjhFT5.jpg)