ମହଙ୍ଗା ମାଡରେ ଖାଉଟି କଲବଲ । ପାଖାପାଖି ୫୦ ଟଙ୍କା ଉପରେ ସବୁ ପରିବା ଦର, ଚଢାଦରରେ ବିକ୍ରି ହେଉଛି ପିଆଜ, ରସୁଣ

Advertisment

ଏବେ ବଜାରରେ ସବୁ ପରିବାର ଦର ୫୦ ଉପରେ। କଟକ ଛତ୍ରପୁରରେ ବିନ୍ସ କିଲୋ ୧୦୦ ଟଙ୍କାରେ ପହଂଚିଲାଣି। ପୋଟଳ ୬୦, ଝୁଡ଼ଙ୍ଗ, କାଙ୍କଡ଼, କଲରା, ଭେଣ୍ଡି ୫୦ଟଙ୍କାରେ ବିକ୍ରି ହେଉଛି। ସେହିପରି ବଲାଙ୍ଗୀରରେ ମଧ୍ୟ ବିଭିନ୍ନ ପରିବାର ଦର ୫୦ ଉପରେ ରହିଛି।

10y

କନକ ବ୍ୟୁରୋ : ଗ୍ରାହକଙ୍କୁ ମହଙ୍ଗା ମାଡ଼। ବଢି ଚାଲିଛି ପରିବା ଦର। ଏବେ ବଜାରରେ ସବୁ ପରିବାର ଦର ୫୦ ଉପରେ। କଟକ ଛତ୍ରପୁରରେ ବିନ୍ସ କିଲୋ ୧୦୦ ଟଙ୍କାରେ ପହଂଚିଲାଣି। ପୋଟଳ ୬୦, ଝୁଡ଼ଙ୍ଗ, କାଙ୍କଡ଼, କଲରା, ଭେଣ୍ଡି ୫୦ଟଙ୍କାରେ ବିକ୍ରି ହେଉଛି। ସେହିପରି ବଲାଙ୍ଗୀରରେ ମଧ୍ୟ ବିଭିନ୍ନ ପରିବାର ଦର ୫୦ ଉପରେ ରହିଛି। କେବଳ ପରିବା ନୁହେଁ ପିଆଜ, ରସୁଣ, ଅଦା ଦର ମଧ୍ୟ ବଢିଛି। ଯାହାକି ଗ୍ରାହକଙ୍କୁ ବେଶ୍ ବାଧୁଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe