କନକ ବ୍ୟୁରୋ : ପୁଣି ଜାଗା ମାଗିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ । ପୁରୀରେ ଅନ୍ତର୍ଜାତୀୟ ସ୍ତରୀୟ ବିଶ୍ୱବିଦ୍ୟାଳୟ କରିବାକୁ ପ୍ରସ୍ତାବ ଦେଇଛନ୍ତି ଅନୀଲ । ଏ ନେଇ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ପୂର୍ବରୁ ବି ପୁରୀ-କୋଣାର୍କ ରାଜପଥରେ ବିଶ୍ୱବିଦ୍ୟାଳୟ କରିବାକୁ ଅନୀଲ ଅଗ୍ରୱାଲ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜମି ଅଧିଗ୍ରହଣ ଓ ଅନ୍ୟ ସମସ୍ୟା ଦେଖାଦେଇଥିଲା । ମାମଲା ହାଇକୋର୍ଟ ଯାଇଥିଲା । ହାଇକୋର୍ଟ ଜମି ଅଧିଗ୍ରହଣକୁ ବେଆଇନ ଦର୍ଶାଇଥିଲେ । ଏବେ ପୁଣି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛନ୍ତି ଅନୀଲ ଅଗ୍ରୱାଲ ।
ପୁରୀରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପୁଣି ଜାଗା ମାଗିଲେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ
ପୂର୍ବରୁ ବି ପୁରୀ-କୋଣାର୍କ ରାଜପଥରେ ବିଶ୍ୱବିଦ୍ୟାଳୟ କରିବାକୁ ଅନୀଲ ଅଗ୍ରୱାଲ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଜମି ଅଧିଗ୍ରହଣ ଓ ଅନ୍ୟ ସମସ୍ୟା ଦେଖାଦେଇଥିଲା । ମାମଲା ହାଇକୋର୍ଟ ଯାଇଥିଲା ।
/kanak/media/media_files/2025/05/26/NA59EbKMbX5AnBmBseB6.jpg)