ଆରପାରିରେ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି । ଚିକିତ୍ସାଧିନ ଅବସ୍ଥାରେ ସଂଜୟ ଶତପଥୀଙ୍କ ମୃତ୍ୟୁ

Advertisment

ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରଥମ ଭିସି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ  ଉନ୍ନତି କରିବା ସହ  ବିଶ୍ୱ  ବିଦ୍ୟାଳୟର ଛାତ୍ର ଛାତ୍ରୀ  ବିଭିନ୍ନ  ବିଭାଗରେ ସଫଳ ହୋଇଥିଲେ। ସେ ଜଣେ ସୁ ବକ୍ତା, ଉଦ୍ଘୋଷକ  ଓ ଭଲ ଗୀତ  ବି ଗାଉଥିଲେ ।

SANJAY SATHPATHY

SANJAY SATHPATHY Photograph: (SANJAY SATHPATHY)

କନକ ବ୍ୟୁରୋ : କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ୱରୀ ୟୁନିଭରସିଟିର ପ୍ରଥମ   ଭି.ସି ସଞ୍ଜୟ ଶତପଥୀଙ୍କ ଭୁବନେଶ୍ୱର ସମ ହସ୍ପିଟାଲରେ ଚିକିତ୍ସା ଧୀନ ଅବସ୍ଥାରେ  ମୃତ୍ୟୁ ମୃତ୍ୟୁ ହୋଇଛି । ସେ ବହୁଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ପ୍ରଥମ ଭିସି ଭାବରେ ଯୋଗଦାନ କରି ବିଶ୍ବବିଦ୍ୟାଳୟର ବହୁତ  ଉନ୍ନତି କରିବା ସହ  ବିଶ୍ୱ  ବିଦ୍ୟାଳୟର ଛାତ୍ର ଛାତ୍ରୀ  ବିଭିନ୍ନ  ବିଭାଗରେ ସଫଳ ହୋଇଥିଲେ। ସେ ଜଣେ ସୁ ବକ୍ତା, ଉଦ୍ଘୋଷକ  ଓ ଭଲ ଗୀତ  ବି ଗାଉଥିଲେ । ତାଙ୍କ ମୃତ୍ୟୁ ନେଇ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବିଶେଷ କରି ସେ ଜଣେ ଛାତ୍ର ଵସ୍ଚଳ ଥିଲେ. ଭିସି ଥିଲେ ବି ସିଧାସଳଖ ଛାତ୍ର ଛାତ୍ରୀଙ୍କ ସହ ସାମିଲ ହେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe