ୟୁନିଫାଏଡ୍ ପେନସନ୍ ସ୍କିମକୁ ନେଇ ବିବାଦ ତେଜୁଛି: ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ବିଭିନ୍ନ ସଂଗଠନର ଦାବି

Advertisment

ୟୁନିଫାଏଡ୍ ପେନସନ୍ ସ୍କିମକୁ ନେଇ ବିବାଦ ତେଜୁଛି। ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ବିଭିନ୍ନ ସଂଗଠନର ଦାବି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗତକାଲି କ୍ୟାବିନେଟ ରେ ନୂଆ ପେନସନ ଯୋଜନା ଆଣିଛନ୍ତି।

sqs

କନକ ବ୍ୟୁରୋ: ୟୁନିଫାଏଡ୍ ପେନସନ୍ ସ୍କିମକୁ ନେଇ ବିବାଦ ତେଜୁଛି। ପୁରୁଣା ପେନସନ୍ ସ୍କିମ ଲାଗୁ କରିବାକୁ ବିଭିନ୍ନ ସଂଗଠନର ଦାବି। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଗତକାଲି କ୍ୟାବିନେଟ ରେ ନୂଆ ପେନସନ ଯୋଜନା ଆଣିଛନ୍ତି।ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ସରକାରୀ କର୍ମଚାରୀ ଲାଭାନ୍ବିତ ହେବେ।ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ୧୦ ବର୍ଷ ଚାକିରୀ କରିଥିଲେ ସର୍ବନିମ୍ନ ୧୦,୦୦୦ ଟଙ୍କା ପେନସନ ମିଳିବ। ପୂର୍ବରୁ ପୁରୁଣା ପେନସନ ଯୋଜନା ଥିଲା। ନୂଆ ପେନସନ ଯୋଜନାକୁ ନେଇ ବିଭିନ୍ନ ରାଜ୍ୟ ମଧ୍ୟରେ ଅସଂଗତି ଥିଲା।ତେବେ ସବୁ ରାଜ୍ୟର କଥା ଶୁଣି ଏହି ୟୁନିଫାଏଡ଼ ପେନସନ ସ୍କିମ  ଲାଗୁ କରାଯାଇଛି। ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe