ଉତ୍ତରପ୍ରଦେଶ ଉପନିର୍ବାଚନ :୯ଆସନରୁ ୫ରେ ବିଜେପି ଆଗୁଆ

Advertisment

ଉତ୍ତରପ୍ରଦେଶ ନିର୍ବାଚନ ରଣନୀତି । ୯ ସିଟରେ ହୋଇଥିଲା ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ , ଆଜି ସକାଳ ୮ଟାରୁ ମତଗଣନା ଆରମ୍ଭ ହୋଇଥିବା ବେଳେ ସକାଳ ଆରମ୍ଭରୁ ହିଁ ବିଜେପି ଟ୍ରେଣ୍ଡିରେ ରହିଆସିଛି ।

Updated On

ଉତ୍ତରପ୍ରଦେଶ ନିର୍ବାଚନ ରଣନୀତି । ୯ ସିଟରେ ହୋଇଥିଲା ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନ , ଆଜି ସକାଳ ୮ଟାରୁ ମତଗଣନା ଆରମ୍ଭ ହୋଇଥିବା ବେଳେ ସକାଳ ଆରମ୍ଭରୁ ହିଁ ବିଜେପି ଟ୍ରେଣ୍ଡିରେ ରହିଆସିଛି ।

ଅଦ୍ୟତନ ହୋଇଛି
bjp 9

କନକବ୍ୟୁରୋ : ଉତ୍ତରପ୍ରଦେଶରେ ଖାଲି ପଡିଥିବା  ଆସନ ମଧ୍ୟରୁ ୯ ଆସନରେ ଉପ ନିର୍ବାଚନ ହୋଇଛି । ଏହି ଉପ ନିର୍ବାଚନରେ ଆଜି ଫଳାଫଳ ପ୍ରକାଶ ପାଇବ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି , ଏଥିସହ ବିଜେପି ୭ଟି ଆସନରେ ଆଗୁଆ ରହିଥିବା ବେଳେ ସମାଜବାଦୀ ପାର୍ଟି ୨ଟି ଆସନରେ ଲିଡ କରୁଛି  ।

ନିର୍ବାଚନ ଆୟୋଗଙ୍କ ରିର୍ପୋଟ ଅନୁସାରେ କୁଣ୍ଡାର୍କି ,ଖୈର, ସିସମାଉ ଏବଂ ମଜଓାନା ଆସନରେ ବିଜେପି ପ୍ରାର୍ଥୀ ଲିଡ କରୁଥିବା ବେଳେ ସମାଜବାର୍ଦି ପାର୍ଟିର ପ୍ରାର୍ଥୀ କରହଲ ଏବଂ ଫୁଲଫୁରରେ ଆଗରେ ରହିଛନ୍ତି । କିନ୍ତୁ ଅନ୍ୟ କେଉଁ ତିନି ଆସନରେ ବିଜେପି ଟ୍ରେଣ୍ଡ କରୁଛି ତାହା ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ହୋଇନାହିଁ ।   

ଏଥିସହ ଫୁଲଫୁରରେ ବିଜେପି ପ୍ରାର୍ଥୀ ୨୧୦୦ ଭୋଟରେ ଆଗୁଆ ରହିଥିବା ବେଳେ ଏବେ ଯାଏଁ ବିଜେପିର ୨୦ ହଜାର ୬୧ ଭୋଟ ରହିଛି ।  ସମାଜବାର୍ଦି ପାର୍ଟିର ଭୋଟ ମୁସ୍ତଫ ସିଦ୍ଦିକ ୧୭ ହଜାର ୮୮୭ ଭୋଟ ରେ ପଛୁଆ ରହିଛନ୍ତି  । ତେବେ ବର୍ତ୍ତମାନ ସୁଦ୍ଧା ବିଜେପି ଆଗରେ ରହିଥିବା ସୁଚନା ରହିଛି   ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe