ଏୟାରଲିଫ୍ଟ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି । ଲିଭର ସିରୋସିସ୍ ରୋଗରେ ପିଡ଼ିତ ଥିବା ଉତ୍ତମଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବୋଉ ବୁଟୁ ଭୂତ ସିନେମାର ସୁଟିଂ ଚାଲିଥିବା ବେଳେ ହଠାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ବର୍ତ୍ତମାନ ଭେଣ୍ଟିଲେଟର ଭିତରେ ଚିକିତ୍ସିତ ହେଉଥିବା ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଏୟାରଲିଫ୍ଟ କରାଯାଉଛି । ଆଉ କିଛି ସମୟରେ ହସ୍ପିଟାଲରୁ ଏୟାରପୋର୍ଟ ଅଭିମୁଖେ ବାହାରିବ ଆମ୍ବୁଲାନ୍ସ ।
ଏୟାରଲିପ୍ଟ ହେଲେ ଉତ୍ତମ ମହାନ୍ତି ।
ଏୟାରଲିଫ୍ଟ ହେଲେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ।
/kanak/media/media_files/2025/02/08/sTWZjkZV9mEbMq66OfUq.jpg)