କନକବ୍ୟୁରୋ : ପୁଣି ଅଶାନ୍ତ ବାଣୀବିହାର । ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷରୁ ଦୁଇଜଣ ଆହତ ହୋଇଛନ୍ତି । ଜଣେ ଆହତ ଛାତ୍ରଙ୍କୁ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି । ବିଶ୍ବବିଦ୍ୟାଳୟ ପରିସରରେ ଥିବା ସେଣ୍ଟ୍ରାଲ କ୍ୟାଣ୍ଟିନ ବାହାରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ପରେ ହାତାହାତି ହୋଇଥିଲା । ସଂଘର୍ଷ ନେଇ ଉଭୟ ପଟୁ ଥାନାରେ ମାମଲା ରୁଜୁ ହୋଇଛି । ବିଶ୍ବବିଦ୍ୟାଳୟରେ ଏବେବି ଚାପା ଉତ୍ତେଜନା ଲାଗି ରହିଛି । କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଉଭୟଙ୍କ ପକ୍ଷରୁ ସହିଦ୍ ନଗର ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।
ଅଶାନ୍ତ ଉତ୍କଳ ବିଶ୍ବବିଦ୍ୟାଳୟ : ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍
ପୁଣି ଅଶାନ୍ତ ବାଣୀବିହାର । ଉତ୍କଳ ବିଶ୍ବବିଦ୍ୟାଳୟରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଉଭୟ ପକ୍ଷରୁ ଦୁଇଜଣ ଆହତ ହୋଇଛନ୍ତି ।
/kanak/media/media_files/2025/08/06/vanivihar-2025-08-06-07-20-24.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)