କନକ ବ୍ୟୁରୋ : ପ୍ରକାଶ ପାଇଲା ସିଭିଲ ସର୍ଭିସ ରେଜଲ୍ଟ । ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ହର୍ଷିତା ଗୋୟଲ । ତୃତୀୟ ସ୍ଥାନରେ ଡୋନରେ ଅର୍ଚିତ ପରାଗ ରହିଥିବା ବେଳେ ଶାହ ମାର୍ଗି ଚିରାଗ ଚତୁର୍ଥ ଏବଂ ଆକାଶ ଗର୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି । ଓଡ଼ିଶାର ରୀତିକା ରଥ ୪୮ତମ ସ୍ଥାନରେ ରହିଛନ୍ତି । ସେହିପରି ୯୫ ତମ ସ୍ଥାନରେ ଓଡ଼ିଶାର ଦେବିକା ପ୍ରିୟଦର୍ଶନୀ, ୯୬ତମ ସ୍ଥାନରେ ଓଡ଼ିଶାର ଆଦର୍ଶ ଆଚାର୍ଯ୍ୟ, ୧୬୪ରେ ଦୀପ୍ତିରଞ୍ଜନ ପତି, ୧୭୫ରେ ରଶ୍ମୀ ପ୍ରଧାନ, ୧୯୩ରେ ନୀଳମାଧବ ପ୍ରଧାନ, ୧୯୮ରେ ଆଶୁତୋଷ ମିଶ୍ର ରହିଛନ୍ତି ।
ପ୍ରକାଶ ପାଇଲା ୟୁପିଏସସି ରେଜଲ୍ଟ-୨୦୨୪ । ପ୍ରୟାଗରାଜର ଶକ୍ତି ଦୁବେ ଟପ୍ପର, ୪୮ତମ ସ୍ଥାନରେ ଓଡିଶାର ରୀତିକା ରଥ
ସେହିପରି ଦ୍ବିତୀୟ ସ୍ଥାନରେ ରହିଛନ୍ତି ହର୍ଷିତା ଗୋୟଲ । ତୃତୀୟ ସ୍ଥାନରେ ଡୋନରେ ଅର୍ଚିତ ପରାଗ ରହିଥିବା ବେଳେ ଶାହ ମାର୍ଗି ଚିରାଗ ଚତୁର୍ଥ ଏବଂ ଆକାଶ ଗର୍ଗ ପଞ୍ଚମ ସ୍ଥାନରେ ରହିଛନ୍ତି ।
/kanak/media/media_files/2025/04/22/bzRbQ11XghScegtpm58n.jpg)