କନକବ୍ୟୁରୋ : ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା। ଭଦ୍ରକ ବାଇପାସ ଠାରୁ ସରକାର ନଗର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ଵ ଦୋକାନ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା । ଉଚ୍ଛେଦ ପାଇଁ ତହସିଲଦାର, ଉପ ଜିଲ୍ଲାପାଳ, ତହସିଲଙ୍କ ସହ ବ୍ୟାପକ ଫୋର୍ସ ପହଞ୍ଚିବା ପରେ ଦୋକାନୀ ମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଦୀର୍ଘ ସମୟ ଧରି ଉଚ୍ଛେଦ ହୋଇପାରୁନଥିବା ବେଳେ ସମସ୍ତ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିଛନ୍ତି ।
ଭଦ୍ରକରେ ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା : ପ୍ଲାକାର୍ଡ ଧରି ଦୋକାନୀଙ୍କ ନାରାବାଜି
ସାରା ରାଜ୍ୟରେ ୟୁରିଆ ସାରର ଅଭାବ ଦେଖାଦେଇଥିବା ବେଲେ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ମଧ୍ୟ ସାର ସଙ୍କଟ ଦେଖାଦେଇଛି । ଆବଶ୍ୟକ ମୁତାବକ ସାର ନମିଲିବାରୁ ଚାଷୀ ମାନେ ନାହିଁନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
/kanak/media/media_files/2025/09/16/8-2025-09-16-16-41-34.jpg)