୪ବର୍ଷରେ ୫ଶହ ମିଲିୟନ୍ ଟ୍ରାଞ୍ଜାକ୍ସନ । ପ୍ରତିଦିନ ବଢୁଛି ୟୁପିଆଇ କାରବାର

Advertisment

ପ୍ରତିଦିନ ଦେଶରେ ବଢୁଛି ୟୁପିଆଇ କାରବାର । ୨୦୨୦ ସେପ୍ଟେମ୍ବର କୋଭିଡ ମହାମାରୀ ପରଠୁ ଏପର୍ୟ୍ୟନ୍ତ ହେଲାଣି ୫୦୦ ମିଲିୟନ ଟ୍ରାଜାକ୍ସନ ।

ପ୍ରତିଦିନ ଦେଶରେ ବଢୁଛି ୟୁପିଆଇ କାରବାର । ୨୦୨୦ ସେପ୍ଟେମ୍ବର କୋଭିଡ ମହାମାରୀ ପରଠୁ ଏପର୍ୟ୍ୟନ୍ତ ହେଲାଣି ୫୦୦ ମିଲିୟନ ଟ୍ରାଜାକ୍ସନ ।

UPI

କନକ ବ୍ୟୁରୋ : ପ୍ରତିଦିନ ଦେଶରେ ବଢୁଛି ୟୁପିଆଇ କାରବାର । ୨୦୨୦ ସେପ୍ଟେମ୍ବର କୋଭିଡ ମହାମାରୀ ପରଠୁ ଏପର୍ୟ୍ୟନ୍ତ ହେଲାଣି ୫୦୦ ମିଲିୟନ ଟ୍ରାଜାକ୍ସନ । କେବଳ ସେପ୍ଟେମ୍ବରରେ ୧୫ ବିଲିୟନରୁ ଅଧିକ ନେଣଦେଣ ସହ ହୋଇଛି ୨ କୋଟିରୁ ଅଧିକ ଟଙ୍କା କାରବାର । ନ୍ୟାସନାଲ ପେମେଣ୍ଟ କୋଅପରେସନ୍ ଅଫ ଇଣ୍ଡିଆ(ଏନପିସିଆଇ) ଏନେଇ ରିପୋର୍ଟ ପ୍ରକାଶ କରିଛି । ଯାହାକୁ ସେୟାର କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମରଣ । ୟୁନିଆଇ ନେଣଦେଣ ସେପ୍ଟେମ୍ବର ୨୦୨୩ରୁ ୪୨ ପ୍ରତିଶତ ବୃଦ୍ଧି ପାଇଛି । ସେପ୍ଟେମ୍ବର ୨୦୨୩ରେ ୧୦ ଦଶିମ ୫୫ ବିଲିୟନ ନେଣ ଦେଣ ହୋଇଥିବା ବେଳେ ୨୦୨୪ ସେପ୍ଟେମ୍ବର ସୁଦ୍ଧା ୧୫ ଦଶମିକ ୦୪ ବିଲୟନ ଛୁଇଁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe