ହେଲମେଟ୍ ନ ପିନ୍ଧିଲେ ମିଳିବନି ପେଟ୍ରୋଲ, ସେପ୍ଟେମ୍ବର ୧ ତାରିଖରୁ କଡା କାର୍ଯ୍ୟାନୁଷ୍ଠାନ

Advertisment

ହେଲମେଟ୍ ନ ପିନ୍ଧିଲେ ଆପଣଙ୍କୁ ମିଳିବନି ପେଟ୍ରୋଲ । ଯଦି ଆପଣ ବିନା ହେଲମେଟରେ ଗାଡ଼ି ଚଲାଉଛନ୍ତି ତେବେ ଆପଣ ପେଟ୍ରୋଲ ପମ୍ପରେ ତେଲ କିଣି ଗାଡ଼ିରେ ପକାଇ ପାରିବେନି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ ହେବାକୁ ଯାଉଛି । 

petrol

କନକ ବ୍ୟୁରୋ: ହେଲମେଟ୍ ନ ପିନ୍ଧିଲେ ଆପଣଙ୍କୁ ମିଳିବନି ପେଟ୍ରୋଲ । ଯଦି ଆପଣ ବିନା ହେଲମେଟରେ ଗାଡ଼ି ଚଲାଉଛନ୍ତି ତେବେ ଆପଣ ପେଟ୍ରୋଲ ପମ୍ପରେ ତେଲ କିଣି ଗାଡ଼ିରେ ପକାଇ ପାରିବେନି । ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଏହି ନିୟମ କଡ଼ାକଡ଼ି ଭାବେ ପାଳନ ହେବାକୁ ଯାଉଛି । 

ଉତ୍ତର ପ୍ରଦେଶ ସରକାର ବର୍ତ୍ତମାନ ସମୟରେ ‘ହେଲମେଟ୍ ନାହିଁ ତ, ପେଟ୍ରୋଲ ନାହିଁ’ ନାମରେ ଏକ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଛି । ଯେଉଁଥିରେ କି ହେଲମେଟ୍ ନଥିଲେ ଲୋକଙ୍କ ପେଟ୍ରୋଲ ମିଳିବ ନାହିଁ । ତେବେ ଉତ୍ତରପ୍ରଦେଶ ସରକାର ଦ୍ୱାରା ଏହି ଅଭିଯାନ ଆରମ୍ଭ କରିବା ସହିତ, ସଡ଼କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି ।

ଏପରି ହେବା ଦ୍ୱାରା ଏବେ ୟୁପିରେ ଯେଉଁ ଲୋକମାନେ ଗାଡ଼ି ଚଲାଇବେ, ସେମାନେ ହେଲମେଟ୍ ପିନ୍ଧିବାକୁ ବାଧ୍ୟ ହେବେ । ଯେଉଁମାନେ ହେଲମେଟ୍ ପିନ୍ଧିବେ ନାହିଁ, ସେମାନଙ୍କୁ ପେଟ୍ରୋଲ ମିଳିବ ନାହିଁ । ଯେଉଁମାନେ ଏହି ନିୟମ ଭାଙ୍ଗିବେ ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe