ପୁରୀ ବେଳାଭୂମିରେ ଚାଲିଛି ବେଧଡ଼କ ନିର୍ମାଣ କାମ । ସଂକୁଚିତ ହୋଇଗଲା ପ୍ରଶସ୍ତ ବେଳାଭୂମି

Advertisment

ପୁରୀ ବେଳାଭୂମିରେ ଚାଲିଛି ବେଧଡ଼କ ନିର୍ମାଣ କାମ । ସଂକୁଚିତ ହୋଇଗଲା ପ୍ରଶସ୍ତ ବେଳାଭୂମି । ଜେଟି ନିର୍ମାଣ ପାଇଁ ୪୦୦ ମିଟର ସ୍ଥାନରେ ଚାଲିଛି ନିର୍ମାଣ ।

Updated On

ପୁରୀ ବେଳାଭୂମିରେ ଚାଲିଛି ବେଧଡ଼କ ନିର୍ମାଣ କାମ । ସଂକୁଚିତ ହୋଇଗଲା ପ୍ରଶସ୍ତ ବେଳାଭୂମି । ଜେଟି ନିର୍ମାଣ ପାଇଁ ୪୦୦ ମିଟର ସ୍ଥାନରେ ଚାଲିଛି ନିର୍ମାଣ ।

ଅଦ୍ୟତନ ହୋଇଛି
BELABHUMI

କନକ ବ୍ୟୁରୋ: ସଂକୁଚିତ ହୋଇଗଲା ପ୍ରଶସ୍ତ ପୁରୀ ବେଳାଭୂମି । ବେଳାଭୂମି ଛାତି ଉପରେ ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଜେଟି ନିର୍ମାଣ ହେଉଛି । ବଡ଼ବଡ଼ କଂକ୍ରିଟ୍‌ ଘର ନିର୍ମାଣ କରାଯାଉଛି ।

ମୋଟା ଲୁହା ରଡ୍‌ ସବୁ ଲଗାଇ ପିଲାର୍‌ କରାଯାଉଛି । ଏହି ଜେଟି ପାଇଁ ପ୍ରାୟ ୪ଶହ ମିଟର ବେଳାଭୂମିକୁ ଉତ୍ସର୍ଗ କରି ଦିଆଯାଇଛି । ଯାହା ପର୍ଯ୍ୟଟକଙ୍କ ବୁଲାବୁଲି, ସ୍ବର୍ଣ୍ଣାଭ ବେଳାଭୂମିକୁ ଉପଭୋଗ କରିବାରେ ପ୍ରତିବନ୍ଧକ ସାଜିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe