କନକ ବ୍ୟୁରୋ: ସଂକୁଚିତ ହୋଇଗଲା ପ୍ରଶସ୍ତ ପୁରୀ ବେଳାଭୂମି । ବେଳାଭୂମି ଛାତି ଉପରେ ସବୁଠୁ ଅଧିକ ଜନଗହଳିପୂର୍ଣ୍ଣ ସ୍ଥାନରେ ଜେଟି ନିର୍ମାଣ ହେଉଛି । ବଡ଼ବଡ଼ କଂକ୍ରିଟ୍ ଘର ନିର୍ମାଣ କରାଯାଉଛି ।
ମୋଟା ଲୁହା ରଡ୍ ସବୁ ଲଗାଇ ପିଲାର୍ କରାଯାଉଛି । ଏହି ଜେଟି ପାଇଁ ପ୍ରାୟ ୪ଶହ ମିଟର ବେଳାଭୂମିକୁ ଉତ୍ସର୍ଗ କରି ଦିଆଯାଇଛି । ଯାହା ପର୍ଯ୍ୟଟକଙ୍କ ବୁଲାବୁଲି, ସ୍ବର୍ଣ୍ଣାଭ ବେଳାଭୂମିକୁ ଉପଭୋଗ କରିବାରେ ପ୍ରତିବନ୍ଧକ ସାଜିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/20/ZJ7vbLipOKISgw4yo44R.jpg)