କନକବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ସୁଭଦ୍ରା ଯୋଜନାରେ କୌଣସି ଦ୍ଵନ୍ଦ୍ବ ନାହିଁ, ବିଜେଡି ଵାଲା ଦ୍ଵନ୍ଦ୍ବ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଜୁଏଲ। ବିଜେଡି ସରକାର ତାଙ୍କ ସମୟରେ ଏହିଭଳି ଯୋଜନା କରିପାରିନଥିଲେ। ତେଣୁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ଜୁଏଲ ଓରାମ କହିଛନ୍ତି। ସୁଭଦ୍ରାରେ କୌଣସି ତାରିଖ ସମୟ ସୀମା ନାହିଁ। ଯିଏ ଯେବେ ଆବେଦନ କରିବ ସେବେ ସେ ଯୋଜନାର ଫାଇଦା ଉଠାଇ ପାରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।
ସୁଭଦ୍ରା ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । କହିଲେ,ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବିରୋଧୀ ଦଳ
ସୁଭଦ୍ରା ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ସୁଭଦ୍ରା ଯୋଜନାରେ କୌଣସି ଦ୍ଵନ୍ଦ୍ବ ନାହିଁ, ବିଜେଡି ଵାଲା ଦ୍ଵନ୍ଦ୍ବ ସୃଷ୍ଟି କରୁଛନ୍ତି ବୋଲି କହିଛନ୍ତି ଜୁଏଲ।
/kanak/media/media_files/Hr65JnuXpe75g9gZL9R8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)