ଗଞ୍ଜାମ ଭଞ୍ଜନଗରରୁ ନବୀନଙ୍କୁ ଶାଣିତ ଆକ୍ରମଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ୨୪ ବର୍ଷରେ ଜନ୍ମ ମାଟିରେ ପାଣି ମୁନ୍ଦେ ପହଞ୍ଚାଇ ପାରିନଥିବା କହି କଟାକ୍ଷ

Advertisment

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ କଥା କହି ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ କଥା କହି ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

wdw

କନକ ବ୍ୟୁରୋ : ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟାର ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ କଥା କହି ପାଲଟା ଆକ୍ରମଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଏଠାରେ ନବୀନ ପଟ୍ଟନାୟକ ବର୍ଷ ବର୍ଷ ଧରି ଶାସନ କ୍ଷମତାରେ ଥିଲେ। ହେଲେ ଏପର୍ୟ୍ୟନ୍ତ ଜିଲ୍ଲାରେ ୭ରୁ ୮ ବଡ଼ ବଡ଼ ମେଗା ପାଇପ ୱାଟର ଯୋଜନା ଆରମ୍ଭ ହୋଇଛି। ସେଥିମଧ୍ୟରୁ ୬ଟି ପ୍ରକଳ୍ପର କାମ ଅଧପନ୍ତରିଆ ପଡ଼ିଛି। ୨୪ ବର୍ଷର ଶାସନ କାଳରେ ଯେଉଁ ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀକୁ ଠିକ୍ ଭାବେ ପାଣି ମୁନ୍ଦାଏ ଯୋଗାଇ ପାରିନାହାନ୍ତି। ତାଙ୍କ ମୁହଁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଛୁଆ କହିବା ଶୋଭା ପାଉନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe