ନକ୍ସଲଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ପୁଣି ଚରମ ବାଣୀ: ଆଲୋଚନା ନୁହେଁ, ହତିଆର ଛାଡ଼ି ଆତ୍ମସମର୍ପଣ କରିବାକୁ ଶେଷ ମୌକା

ଛତିଗଶଗଡ଼ ବସ୍ତରରେ ଅମିତ ଶାହଙ୍କ ଚେତାବନୀ ।

ଶାହଙ୍କ ଶେଷ ଚେତାବନୀ

ଶାହଙ୍କ ଶେଷ ଚେତାବନୀ Photograph: (KanaKnews)

କନକ ବ୍ୟୁରୋ:  ନକ୍ସଲଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଚେତାବନୀ । ଆଉ କୌଣସି ଆଲୋଚନା ସମ୍ଭବ ନୁହେଁ । ବର୍ତ୍ତମାନ କେବଳ ଏକମାତ୍ର ବିକଳ୍ପ ହତିଆର ଛାଡ, ଆତ୍ମସମର୍ପଣ କର । ଛତିଶଗଡ ବସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ।

ଏଥିସହ ନକ୍ସଲ ଶେଷ ଚେତାବନୀ ଦେଇ ହିଂସା ଛାଡି ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବାକୁ କହିଛନ୍ତି । ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗୃହମନ୍ତ୍ରୀ କହିଛନ୍ତି ଯେଉଁମାନେ ବଳ ପ୍ରୟୋଗ କରି ବସ୍ତରର ବିକାଶରେ ମଧ୍ୟ ଅଂଶଗ୍ରହଣ କରିବାକୁ ଅପିଲ କରିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe