କନକ ବ୍ୟୁରୋ: ନକ୍ସଲଙ୍କୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଚେତାବନୀ । ଆଉ କୌଣସି ଆଲୋଚନା ସମ୍ଭବ ନୁହେଁ । ବର୍ତ୍ତମାନ କେବଳ ଏକମାତ୍ର ବିକଳ୍ପ ହତିଆର ଛାଡ, ଆତ୍ମସମର୍ପଣ କର । ଛତିଶଗଡ ବସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ ।
ଏଥିସହ ନକ୍ସଲ ଶେଷ ଚେତାବନୀ ଦେଇ ହିଂସା ଛାଡି ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବାକୁ କହିଛନ୍ତି । ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗୃହମନ୍ତ୍ରୀ କହିଛନ୍ତି ଯେଉଁମାନେ ବଳ ପ୍ରୟୋଗ କରି ବସ୍ତରର ବିକାଶରେ ମଧ୍ୟ ଅଂଶଗ୍ରହଣ କରିବାକୁ ଅପିଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/04/amit-2025-10-04-20-40-48.jpg)