କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଲୋକସଭାରେ ଆଗତ ୧୩୦ତମ ସମ୍ୱିଧାନ ସଂଶୋଧନ ବିଲ୍ ଉପରେ ସେ କହିଛନ୍ତି ଜେଲରେ ଥାଇ ଚାଲିପାରିବନି ସରକାର । ସେ ମଧ୍ୟ ଗିରଫ ହେବା ପୂର୍ବରୁ ପଦ ଛାଡ଼ିଥିଲେ । ତାଙ୍କ ଜାମିନ ଆବେଦନ ଶୁଣାଣି ଦୁଇବର୍ଷ ଚାଲିଥିଲା । ଲୋକସଭାରେ ବିରୋଧୀ ସାଂସଦ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିଲ୍ ଚିରିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ । ସେହିପରି ଉପରାଷ୍ଟ୍ରପତି ପଦରୁ ଧନଖଡ଼ଙ୍କ ଇସ୍ତଫାର କାରଣକୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ଅମିତ ଶାହ କହିଛନ୍ତି ।
‘ଜେଲରୁ ଚାଲିପାରିବନି ସରକାର’
‘ମୋ ଜାମିନ ଶୁଣାଣି ୨ ବର୍ଷ ଚାଲିଥିଲା’
କାହିଁକି ରାହୁଲ ବିଲ୍ ଚିରିଲେ?
‘ନହେଉ ଧନଖଡ଼ଙ୍କ ଚର୍ଚ୍ଚା’
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/25/amit-shah-2025-08-25-14-17-57.jpg)