କନକ ବ୍ୟୁରୋ: ଭିସୁଟ୍ ଜାରି କଲା ଡ୍ରେସ କୋଡ । ପ୍ରଥମ ବର୍ଷର ଛାତ୍ରଛାତ୍ରୀ ପିନ୍ଧିବେ ଡ୍ରେସକୋଡ । ଚଳିତ ମାସରୁ ପିନ୍ଧିବେ ଡ୍ରେସକୋର୍ଡ ପିନ୍ଧିବେ ଛାତ୍ରଛାତ୍ରୀ । ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍ କୋଡ ଲାଗୁ କରାଯାଇଛି । ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ ନାହିଁ । ସାଲୱାର କମିଜ ସହ ଜାକେଟ୍ ରହିବ । ସେହିପରି ପୁଅମାନେ ପିନ୍ଧିବେ ସାଧାରଣ ଡ୍ରେସ ପିନ୍ଧିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।
ଭିସୁଟରେ ଜାରି ହେଲା ଡ୍ରେସ୍ କୋଡ୍ ; ଛାତ୍ରୀ ପିନ୍ଧିବେ ସାଲୱାର କୁର୍ତ୍ତା
ସମ୍ବଲପୁର - ଭିସୁଟ୍ରେ ଜାରି ହେଲା ଡ୍ରେସ୍ କୋଡ । ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ । ଛାତ୍ରୀ ପିନ୍ଧିବେ ସାଲୱାର କୁର୍ତ୍ତା । ସାଧାରଣ ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର । ଚଳିତ ମାସରୁ ଲାଗୁ ।
/kanak/media/media_files/2025/08/14/19-2025-08-14-09-40-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)