ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି

Advertisment

ସୁରକ୍ଷା ବଳୟ ଭାଙ୍ଗି କିପରି ନୀଳଚକ୍ର ଉପରକୁ ଚଢ଼ିଲେ, ତାହା ଅସ୍ପଷ୍ଟ ରହିଛି । ଦୀର୍ଘ ସମୟ ଧରି ବ୍ୟକ୍ତି ଜଣକ ଚଢ଼ିଥିବା ନେଇ ସୂଚନା ମିଳିଛି ।

ସୁରକ୍ଷା ବଳୟ ଭାଙ୍ଗି କିପରି ନୀଳଚକ୍ର ଉପରକୁ ଚଢ଼ିଲେ, ତାହା ଅସ୍ପଷ୍ଟ ରହିଛି । ଦୀର୍ଘ ସମୟ ଧରି ବ୍ୟକ୍ତି ଜଣକ ଚଢ଼ିଥିବା ନେଇ ସୂଚନା ମିଳିଛି ।

Nilachakra of Puri Srimandir

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି କିପରି ନୀଳଚକ୍ର ଉପରକୁ ଚଢ଼ିଲେ, ତାହା ଅସ୍ପଷ୍ଟ ରହିଛି । ଦୀର୍ଘ ସମୟ ଧରି ବ୍ୟକ୍ତି ଜଣକ ଚଢ଼ିଥିବା ନେଇ ସୂଚନା ମିଳିଛି । ତେବେ ବ୍ୟକ୍ତିଙ୍କ ପରିଚୟ ଏବେ ବି ଅସ୍ପଷ୍ଟ ରହିଛି । ବ୍ୟକ୍ତି ଜଣକ ବୟସ୍କ ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe