କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି। ସୁରକ୍ଷା ବଳୟ ଭାଙ୍ଗି କିପରି ନୀଳଚକ୍ର ଉପରକୁ ଚଢ଼ିଲେ, ତାହା ଅସ୍ପଷ୍ଟ ରହିଛି । ଦୀର୍ଘ ସମୟ ଧରି ବ୍ୟକ୍ତି ଜଣକ ଚଢ଼ିଥିବା ନେଇ ସୂଚନା ମିଳିଛି । ତେବେ ବ୍ୟକ୍ତିଙ୍କ ପରିଚୟ ଏବେ ବି ଅସ୍ପଷ୍ଟ ରହିଛି । ବ୍ୟକ୍ତି ଜଣକ ବୟସ୍କ ବୋଲି ସୂଚନା ମିଳିଛି ।
ଶ୍ରୀମନ୍ଦିର ନୀଳଚକ୍ର ଉପରକୁ ଚଢ଼ିଗଲେ ଅଜଣା ବ୍ୟକ୍ତି
ସୁରକ୍ଷା ବଳୟ ଭାଙ୍ଗି କିପରି ନୀଳଚକ୍ର ଉପରକୁ ଚଢ଼ିଲେ, ତାହା ଅସ୍ପଷ୍ଟ ରହିଛି । ଦୀର୍ଘ ସମୟ ଧରି ବ୍ୟକ୍ତି ଜଣକ ଚଢ଼ିଥିବା ନେଇ ସୂଚନା ମିଳିଛି ।
/kanak/media/media_files/FqRAKbEc1qMroSNX6EVJ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)