କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ଛତ୍ରପୁର ଜେଲରେ ଜଣେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି। ବିଚରାଧୀନ କଏଦୀ ଜଣକ ହେଲେ ଆଶୁତୋଷ ନାୟକ। ଧାରୁଆ ଅସ୍ତରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଶୁତୋଷ। ଗତ କିଛି ଦିନ ପୂର୍ବରୁ କୋଦଳା ଜେଲରୁ ଛତ୍ରପୁର ଜେଲକୁ ଆସିଥିଲେ ଆଶୁତୋଷ । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି ।
ଛତ୍ରପୁର ଜେଲରେ ବିଚାରଧିନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତ୍ତି
ଧାରୁଆ ଅସ୍ତରେ ନିଜ ବେକକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଆଶୁତୋଷ। ଗତ କିଛି ଦିନ ପୂର୍ବରୁ କୋଦଳା ଜେଲରୁ ଛତ୍ରପୁର ଜେଲକୁ ଆସିଥିଲେ ଆଶୁତୋଷ । ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି ।
/kanak/media/media_files/FxDdhm8mV5MWVkKKHHw8.jpg)