ସାମ୍ନାକୁ ଆସିଲେ ଅଘୋଷିତ ବାବା କାଶୀନାଥ ମିଶ୍ର : କହିଲେ ମୁଁ ଓଡିଶାରେ ଅଛି , ‘ମୋ ପୁଅ ଠାକୁର ନୁହେଁ’

Advertisment

ଖଣ୍ଡଗିରି ବାବା ବୈକୁଣ୍ଠ ଧାମରେ ନାବାଳକକୁ କଳକୀ ଅବତାର ପ୍ରସଙ୍ଗରେ ସାମ୍ନାକୁ ଆସିଲେ ବାବା କାଶୀନାଥ ମିଶ୍ର । ଓଡ଼ିଶାରେ ଥିବା ସହ ପୁଅ ବାବଦରେ ଯେଉଁ ପ୍ରଚାର ହେଉଛନ୍ତି, ସେ ନେଇ ସ୍ପଷ୍ଟୀକରଣ ରଖିଛନ୍ତି। କହିଛନ୍ତି ଯେ ତାଙ୍କ ପୁଅକୁ ସେ କେବେବି ଠାକୁର ବୋଲି ବିବେଚନା କରିନାହାନ୍ତି ।

pua

କନକବ୍ୟୁରୋ: ଖଣ୍ଡଗିରି ବାବା ବୈକୁଣ୍ଠ ଧାମରେ ନାବାଳକକୁ କଳକୀ ଅବତାର ପ୍ରସଙ୍ଗରେ ସାମ୍ନାକୁ ଆସିଲେ ବାବା କାଶୀନାଥ ମିଶ୍ର । ଓଡ଼ିଶାରେ ଥିବା ସହ ପୁଅ ବାବଦରେ ଯେଉଁ ପ୍ରଚାର ହେଉଛନ୍ତି, ସେ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ।

କହିଛନ୍ତି ଯେ ତାଙ୍କ ପୁଅକୁ ସେ କେବେବି ଠାକୁର ବୋଲି ବିବେଚନା କରିନାହାନ୍ତି। ଏପରିକି ଏହାକୁ ନେଇ କେବେବି ପ୍ରଚାରି କରିନଥିବା କହିଛନ୍ତି ।  ୧୦ ବର୍ଷ ତଳେ ପୁଅ ୫ ବର୍ଷ ହୋଇଥିଲା ବେଳେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା ।

ଏଥିରେ ପୁଅର ପାଦ ତଳେ ତୁଳସୀ ରଖାଯାଇଥିଲା। କିନ୍ତୁ ସେଠାରେ ନିଜେ କିମ୍ବା ତାଙ୍କ ପତ୍ନୀ ନଥିବା କହିଛନ୍ତି। କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରିବା ସହ ଜାଣିଶୁଣି ସମାଜ ଆଗରେ ବଦନାମ କରୁଛନ୍ତି। ଫଟୋରେ କୌଣସି ଭୁଲ ନାହିଁ। ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଉଥିବା କହିଛନ୍ତି କାଶୀନାଥ ମିଶ୍ର। ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe