ମହାରାଷ୍ଟ୍ର ରାଜନୀତିରେ ରୋଚକ ଦୃଶ୍ୟ । ଉଦ୍ଧବ ଟିମର ମୁଖପାତ୍ରଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।

ଶିବସେନା ଉଦ୍ଧବ ଟିମର ମୁଖପତ୍ର ସାମ୍ନାରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପ୍ରଶଂସା । ଦଳ କହିଲା ଯିଏ ଭଲ କାମ କରେ ସେ ପ୍ରଶଂସାର ପାତ୍ର ।

udhab  ww

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରୁ ଆସିଛି ରୋଚକ ଦୃଶ୍ୟ । ନିର୍ବାଚନ ସରିବା ପରେ ଏବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ନୂଆ କଥା ଦେଖବାକୁ ମିଳିଛି । ଉଦ୍ଧବ ଟିମଙ୍କ ମୁଖପାତ୍ର ସାମ୍ନାରେ ଆଉ କାହାର ନୁହେଁ ବଂର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପ୍ରଶଂସା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

କେବଳ ସେତିକି ନୁହେଁ ଶରଦ ପାୱାର ଏନସିପି ଗୋଷ୍ଠୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛି । ଉଭୟ ଦଳ କହିଛନ୍ତି ଯିଏ ଭଲ କାମ କରେ ସେ ପ୍ରଶଂସାର ପାତ୍ର । ମହାରାଷ୍ଟ୍ରକୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ କାମ ଭଳ ପଦକ୍ଷେପ ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe