କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରୁ ଆସିଛି ରୋଚକ ଦୃଶ୍ୟ । ନିର୍ବାଚନ ସରିବା ପରେ ଏବେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ନୂଆ କଥା ଦେଖବାକୁ ମିଳିଛି । ଉଦ୍ଧବ ଟିମଙ୍କ ମୁଖପାତ୍ର ସାମ୍ନାରେ ଆଉ କାହାର ନୁହେଁ ବଂର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପ୍ରଶଂସା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

କେବଳ ସେତିକି ନୁହେଁ ଶରଦ ପାୱାର ଏନସିପି ଗୋଷ୍ଠୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛି । ଉଭୟ ଦଳ କହିଛନ୍ତି ଯିଏ ଭଲ କାମ କରେ ସେ ପ୍ରଶଂସାର ପାତ୍ର । ମହାରାଷ୍ଟ୍ରକୁ ନକ୍ସଲ ମୁକ୍ତ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ କାମ ଭଳ ପଦକ୍ଷେପ ।