ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଚାଲିଗଲା ଦୁଇ ଜୀବନ ; ଗାଧୋଇବାବେଳେ ବୁଡିଗଲେ ୨ ଯୁବକ

ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ସମୟରେ ବୁଡ଼ିଯାଇଥିଲେ ୨ ଜଣ ଯୁବକ । ଅଗ୍ନିଶମ ବିଭାଗ ଦ୍ୱାରା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

2010

କନକ ବ୍ୟୁରୋ: ପୁରୀ ନରେନ୍ଦ୍ର ପୋଖରୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଗାଧୋଇବା ସମୟରେ ବୁଡ଼ିଯାଇଥିଲେ ୨ ଜଣ ଯୁବକ । ଅଗ୍ନିଶମ ବିଭାଗ ଦ୍ୱାରା ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦଶାହ କାମରେ ଆସିଥିବା ବେଳେ ଅଘଟଣ ଘଟିଥିବା ଜଣାପଡିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe