ଦିଗପହଣ୍ଡିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ଦୁଇ ଯୁବକଙ୍କ ଉପରକୁ ରାସ୍ତା ଉପରେ ଦୁଇ ଦୁଇ ଥର ବୋମାମାଡ଼

Advertisment

ଦିଗପହଣ୍ଡିରେ ଦୁବୃର୍ତ୍ତଙ୍କ ବୋମାମାଡ । କାରରେ ଆସି ବାଇକରେ ଯାଉଥିବା ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁବୃର୍ତ୍ତ । ଥରେ ନୁହେଁ ଦୁଇ ଥର ବୋମା ଫିଙ୍ଗିଛନ୍ତି ଦୁବୃର୍ତ୍ତ। ପଦ୍ମନାଭପୁର ରାସ୍ତାରେ ପ୍ରଥମେ ବୋମାମାଡ ହୋଇଥିଲା ।

ଦିଗପହଣ୍ଡିରେ ଦୁବୃର୍ତ୍ତଙ୍କ ବୋମାମାଡ । କାରରେ ଆସି ବାଇକରେ ଯାଉଥିବା ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁବୃର୍ତ୍ତ । ଥରେ ନୁହେଁ ଦୁଇ ଥର ବୋମା ଫିଙ୍ଗିଛନ୍ତି ଦୁବୃର୍ତ୍ତ। ପଦ୍ମନାଭପୁର ରାସ୍ତାରେ ପ୍ରଥମେ ବୋମାମାଡ ହୋଇଥିଲା ।

scsc

କନକ ବ୍ୟୁରୋ: ଦିଗପହଣ୍ଡିରେ ଦୁବୃର୍ତ୍ତଙ୍କ ବୋମାମାଡ । କାରରେ ଆସି ବାଇକରେ ଯାଉଥିବା ଯୁବକଙ୍କ ଉପରକୁ ବୋମା ଫିଙ୍ଗିଲେ ଦୁବୃର୍ତ୍ତ । ଥରେ ନୁହେଁ ଦୁଇ ଥର ବୋମା ଫିଙ୍ଗିଛନ୍ତି ଦୁବୃର୍ତ୍ତ। ପଦ୍ମନାଭପୁର ରାସ୍ତାରେ ପ୍ରଥମେ ବୋମାମାଡ ହୋଇଥିଲା । ପରେ ବାଇକକୁ ପିଛା କରି ଦିଗପହଣ୍ଡି ବସଷ୍ଟାଣ୍ଡ ନିକଟରେ ପୁଣିଥରେ ବୋମା ପକାଇଛନ୍ତି ଦୁବୃର୍ତ୍ତ । ଏହି ବୋମାମାଡରେ ୨ ଜଣ ସାଙ୍ଗ ଅଳ୍ପକେ ରକ୍ଷା ପାଇଛନ୍ତି । ବୋମାମାଡ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe