ରାତିରେ ଧରା ହୋଇଆସିଥିଲେ, ହେଲେ ହାଜତରୁ ସକାଳେ ଖସିଗଲେ ଦୁଇ ମହିଳା

Advertisment

ଦୁଇ ଅଣଓଡ଼ିଆ ମହିଳା ଲୁଟେରାଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଥିଲା। ଏମାନଙ୍କ ଠାରୁ ପୁଲିସ ଅନ୍ୟ ଲୁଟେରାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯୋଜନା ରଖିଥିବା ବେଳେ ଏମାନେ ସୁଯୋଗ ଦେଖି ଥାନାରୁ ଖସି ପଳାଇଥିବା ଦେଖିବାକୁ ମିଳିଛି । 

úúþiøúø\þ

କନକ ବ୍ୟୁରୋ :  ରାତିରେ ଧରାହେଲେ, ସକାଳୁ ଖସିଗଲେ। କଟକ କ୍ୟାଣ୍ଟନମେଣ୍ଟ ଥାନା ହାଜତରୁ ଦୁଇ ମହିଳା ଲୁଟେରା ଫେରାର୍ ହୋଇଯାଇଛନ୍ତି । ଶନିବାର ବାଲିଯାତ୍ରାର ଶେଷ ଦିନରେ ଭିଡ ଭିତରେ ସୁନା ଚେନ୍ ଲୁଟ୍ କଲା ବେଳେ ଏହି ଦୁଇ ଲୁଟେରା ପୁଲିସ ହାତରେ ଧରାପଡିଥିଲେ । ଦୁଇ ଅଣଓଡ଼ିଆ ମହିଳା ଲୁଟେରାଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖାଯାଇଥିଲା। ଏମାନଙ୍କ ଠାରୁ ପୁଲିସ ଅନ୍ୟ ଲୁଟେରାଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ଯୋଜନା ରଖିଥିବା ବେଳେ ଏମାନେ ସୁଯୋଗ ଦେଖି ଥାନାରୁ ଖସି ପଳାଇଥିବା ଦେଖିବାକୁ ମିଳିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe