ବାଲେଶ୍ବର ଜଳେଶ୍ବରରେ ଦୁଇ ଗାଡି ମୁହାଁମୁହିଁ ଧକ୍କା : ୬ ଗୁରୁତର ମେଡିକାଲରେ ଭର୍ତ୍ତି

Advertisment

ବର୍ଷ ଆରମ୍ଭରୁ ଆସିଲା ଦୁଘର୍ଟଣାର ଖବର। ନୂଆବର୍ଷ ପିକନିକରେ ଯାଉଥିବା ବେଳେ ବୋଲେରୋ ଓ ମହିନ୍ଦ୍ରା ଏକ୍ସୟୁଭି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା । ୬ ଜଣ ପର୍ଯ୍ୟଟକ ଗୁରୁତର  । 

ବର୍ଷ ଆରମ୍ଭରୁ ଆସିଲା ଦୁଘର୍ଟଣାର ଖବର। ନୂଆବର୍ଷ ପିକନିକରେ ଯାଉଥିବା ବେଳେ ବୋଲେରୋ ଓ ମହିନ୍ଦ୍ରା ଏକ୍ସୟୁଭି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା । ୬ ଜଣ ପର୍ଯ୍ୟଟକ ଗୁରୁତର  । 

bls accident

bls accident Photograph: (bls accident )

କନକବ୍ୟୁରୋ : ବର୍ଷ ଆରମ୍ଭରୁ ଆସିଲା ଦୁଘର୍ଟଣାର ଖବର। ନୂଆବର୍ଷ ପିକନିକରେ ଯାଉଥିବା ବେଳେ ବୋଲେରୋ ଓ ମହିନ୍ଦ୍ରା ଏକ୍ସୟୁଭି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା  । ୬ ଜଣ ପର୍ଯ୍ୟଟକ  ଗୁରୁତର  ।  ସମସ୍ତ ଗୁରୁତରଙ୍କୁ ଜଳେଶ୍ବରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।  ମିଳିଥିବା ସୂଚନା ମୁତାବକ, ମୟୂରଭଞ୍ଜରୁ ପଶ୍ଚିମବଙ୍ଗ ଦୀଘା ଅଭିମୁଖେ ଯାଉଥିବା ବେଳେ ଜଳେଶ୍ବର ଚନ୍ଦନେଶ୍ବର ୫୭ ନମ୍ବର ରାଜ୍ୟ ରାଜପଥ ବେନୁଦା ଛକ ନିକଟରେ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଗାଡିର ସମ୍ମୁଖ ପାର୍ଶ୍ବ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe