ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ : ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା

Advertisment

ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ ।  ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା ।  ମୟୂରଭଂଜ ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲର ୨ ଛାତ୍ରୀଙ୍କ ଖୋଜ ଖବର ମିଳୁନି ।

ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ ।  ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା ।  ମୟୂରଭଂଜ ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲର ୨ ଛାତ୍ରୀଙ୍କ ଖୋଜ ଖବର ମିଳୁନି ।

36

Photograph: (KANAKNEWS)

କନକବ୍ୟୁରୋ : ହଷ୍ଟେଲରୁ କୁଆଡ଼େ ଗଲେ ଦୁଇ ଛାତ୍ରୀ ।  ୧୪ ଘଣ୍ଟା ପରେ ବି ମିଳୁନି ପତ୍ତା ।  ମୟୂରଭଂଜ ଉଦଳା ରାଢୋ କେଜିବିଭି ବିଦ୍ୟାଳୟ ହଷ୍ଟେଲର ୨ ଛାତ୍ରୀଙ୍କ ଖୋଜ ଖବର ମିଳୁନି । ଷଷ୍ଠରୁ ଯୁକ୍ତ ୨ ପର୍ଯ୍ୟନ୍ତ ୧୫୮ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିବା ବେଳେ ଗତକାଲିଠୁ ଦୁଇ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ପତ୍ତା ମିଳୁନି ।  କେଉଁଆଡ଼େ ଗଲେ ଏଯାଏଁ କୌଣସି ଖବର ମିଳିନାହିଁ ।  ଘଟଣା ବାବଦରେ ହଷ୍ଟେଲ ୱାର୍ଡେନ କିଛି କହୁ ନ ଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟ କ୍ୟାମେରା ସାମ୍ନାରେ ମୁହଁ ଖୋଲିବାକୁ ନାରାଜ । ଖବର ପାଇ ଏବିଇଓ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe