କଟକ ଜଗତପୁରରେ ବଡ଼ ଅଘଟଣ । ମହାନଦୀରେ ବୁଡ଼ି ଅଷ୍ଟମ ଶ୍ରେଣୀର ୨ ଛାତ୍ର ନିଖୋଜ ।

ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ମହାନଦୀରେ ବୁଡ଼ି ଅଷ୍ଟମ ଶ୍ରେଣୀର ୨ ଛାତ୍ର ନିଖୋଜ । ପରୀକ୍ଷା ସାରି ନଦୀରେ ଗାଧୋଉଥିଲେ ଦୁଇ ଛାତ୍ର ।  ଗୋଡ଼ ଖସିଯିବାରୁ ଉଭୟ ନଦୀରେ ଭାସିଯାଇଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
10ି୍

କନକ ବ୍ୟୁରୋ:  କଟକ ଜଗତପୁର ନିକଟ ମହାନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ଛାତ୍ର ନିଖୋଜ । ଦୁଇ ଜଣ ଜଗତପୁର ବ୍ୟାରେଜ୍ କଲୋନୀର ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ଛି । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଉଭୟ ଛାତ୍ର ସ୍କୁଲରେ ପରୀକ୍ଷା ଦେଇ ଫେରିବା ପରେ ନଦୀରେ ଗାଧାଉଥିଲେ । ତେବେ ଗୋଡ଼ ଖସିଯିବାରୁ ଉଭୟ ନଦୀରେ ଭାସିଯାଇଥିବା ଜଣାପଡ଼ିଛି । 

#ବୁଡିଗଲେ_୨_ଛାତ୍ର ପୁଣି ମହାନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡିଯାଇ ୨ ଛାତ୍ର ନିଖୋଜ । #Cuttack #Mahanadi

Posted by Kanak News on Friday, October 4, 2024

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe