କନକ ବ୍ୟୁରୋ: କଟକ ଜଗତପୁର ନିକଟ ମହାନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ଛାତ୍ର ନିଖୋଜ । ଦୁଇ ଜଣ ଜଗତପୁର ବ୍ୟାରେଜ୍ କଲୋନୀର ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡ଼ଛି । ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଉଭୟ ଛାତ୍ର ସ୍କୁଲରେ ପରୀକ୍ଷା ଦେଇ ଫେରିବା ପରେ ନଦୀରେ ଗାଧାଉଥିଲେ । ତେବେ ଗୋଡ଼ ଖସିଯିବାରୁ ଉଭୟ ନଦୀରେ ଭାସିଯାଇଥିବା ଜଣାପଡ଼ିଛି ।
#ବୁଡିଗଲେ_୨_ଛାତ୍ର ପୁଣି ମହାନଦୀରେ ଅଘଟଣ । ଗାଧୋଇବା ବେଳେ ବୁଡିଯାଇ ୨ ଛାତ୍ର ନିଖୋଜ । #Cuttack #Mahanadi
Posted by Kanak News on Friday, October 4, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/j7XBgeVqpaPwPcP7AVbe.jpg)